Blogger news

Jisu Tuma Bina Lyrics

Jisu Tuma Bina Lyrics | Odia Christian Song Lyrics

Jisu Tuma Bina Mo Lyrics talks that life without Jesus Christ is meaningless. It is a beautiful Odia Christian Song Lyrics. Praise and Worship our Lord Jesus Christ with this song.

Jisu Tuma Bina Lyrics

ଯୀଶୁ ତୁମ ବିନା ମୋ ଜୀବନ
ଫିକା ଫିକା ଲାଗୁଛି ୨

ଯୀଶୁ ତୁମ ବିନା ମୋ ହୃଦୟ
ସୁନା ସୁନା ଲାଗୁଛି ୨

ଦୟାର ସାଗର ଜୀବିତ ଈଶ୍ୱର ୨

ଯୀଶୁ.... ତୁମ ବିନା
ସବୁ ଅଧା ଲାଗୁଛି

ପ୍ରଭୁ.... ତୁମ ବିନା
ସବୁ ସୁନା ଲାଗୁଛି

ଯୀଶୁ ତୁମ ବିନା ମୋ ଜୀବନ
ଫିକା ଫିକା ଲାଗୁଛି

ଯୀଶୁ ତୁମ ବିନା ମୋ ହୃଦୟ
ସୁନା ସୁନା ଲାଗୁଛି

ଯୀଶୁ ତୁମେ ମୋ ସାହାରା
ଯୀଶୁ ତୁମେ ମୋ ଭରଷା
ଦୁନିଆ ରେ ନାହିଁ କେ ପ୍ରଭୁ
ଦେବା ପାଇଁ ମୋତେ ଆସରା

ହୋ...
ଯୀଶୁ ତୁମେ ମୋ ସାହାରା
ଯୀଶୁ ତୁମେ ମୋ ଭରଷା
ଦୁନିଆ ରେ ନାହିଁ କେ ପ୍ରଭୁ
ଦେବା ପାଇଁ ମୋତେ ଆସରା

ଦୟାର ସାଗର ଜୀବିତ ଈଶ୍ୱର ୨

ଯୀଶୁ.... ତୁମ ବିନା
ସବୁ ଅଧା ଲାଗୁଛି

ଯୀଶୁ ତୁମ ବିନା ମୋ ଜୀବନ
ଫିକା ଫିକା ଲାଗୁଛି

ଯୀଶୁ ତୁମ ବିନା ମୋ ହୃଦୟ
ସୁନା ସୁନା ଲାଗୁଛି

ଯୀଶୁ ତୁମେ ସାଥିରେ ରୁହ
ମୋ ହୃଦୟ ମନ୍ଦିରେ ରୁହ
ପାପମୟ ଏ ଜଗତରୁ ହୋ..
ସତ୍ୟ ପଥେ କଡ଼ାଇ ନିଅ

ହୋ...

ଯୀଶୁ ତୁମେ ସାଥିରେ ରୁହ
ମୋ ହୃଦୟ ମନ୍ଦିରେ ରୁହ
ପାପମୟ ଏ ଜଗତରୁ ହୋ..
ସତ୍ୟ ପଥେ କଡ଼ାଇ ନିଅ

ଦୟାର ସାଗର ଜୀବିତ ଈଶ୍ୱର ୨

ଯୀଶୁ.... ତୁମ ବିନା
ସବୁ ଅଧା ଲାଗୁଛି

ପ୍ରଭୁ.... ତୁମ ବିନା
ସବୁ ସୁନା ଲାଗୁଛି

ଯୀଶୁ ତୁମ ବିନା ମୋ ଜୀବନ
ଫିକା ଫିକା ଲାଗୁଛି

ଯୀଶୁ ତୁମ ବିନା ମୋ ହୃଦୟ
ସୁନା ସୁନା ଲାଗୁଛି

ଯୀଶୁ ତୁମ ବିନା ମୋ ଜୀବନ
ଫିକା ଫିକା ଲାଗୁଛି

ଯୀଶୁ ତୁମ ବିନା ମୋ ହୃଦୟ
ସୁନା ସୁନା ଲାଗୁଛି



No comments:

Home Ads

Powered by Blogger.