Blogger news

Dhali Dia Mo Jibane Lyrics

Dhali Dia Mo Jibane Lyrics | Gospel Singer Amit Pani Song Lyrics

Dhali Dia Mo Jibane Lyrics is a beautiful song by Odia Gospel Singer Amit Pani. 

Dhali Dia Mo Jibane Lyrics

ଆ... ଆ... ଆ... ଆ...
ଢ଼ାଳିଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା
ଭରି ଦିଅ ମୋ ହୃଦୟେ ତୁମ ପ୍ରେମର ବାସନା (୨ଥର)
ପ୍ରଭୁ ତୁମ ସାଥେ ଏ ଜଗତେ (୨ଥର)
ନାହିଁ କା'ର ତୁଳନା
ଢ଼ାଳିଦିଅ ମୋ.........//୦//

ଦିଅ ପ୍ରଭୁ ତୁମ ଆତ୍ମାଙ୍କର ଦାନ
ଚାଲିବାକୁ ଏ ଜଗତେ
ଭରି ଦିଅ ହୃଦେ ପ୍ରେମର ସେ ଦାନ
ବଢ଼ିବାକୁ ଏ ଜଗତେ (୨ଥର)
ଚାଲୁ ଥାଅ ସଦା ସାଥେ (୨ଥର)
ଜୀବନର ପଥ ପରେ....
ଢ଼ାଳିଦିଅ ମୋ.........//୧//

ପବିତ୍ର ଆତ୍ମାଙ୍କ ଅଭିଷେକ ଦେଇ
କର ମୋତେ ପରିପୂର୍ଣ
ବୁଦ୍ଧି ଓ ଶକ୍ତିରେ ଭରି ଦେଇ ମୋତେ
କର ପ୍ରଭୁ ବ୍ୟବହାର (୨ଥର)
ଭରି ଦିଅ ସେହି ଦାନେ (୨ଥର)
ଶେଷ ଯାଏ ଜୀବନର.....
ଢ଼ାଳିଦିଅ ମୋ.........//୨//



No comments:

Home Ads

Powered by Blogger.